dcsimg

ଗୋଲ ମରିଚ ( Oriya )

provided by wikipedia emerging languages

ଗୋଲ ମରିଚ ଏକ ଆୟୁର୍ବେଦିକ ଉପାଦାନ।ଏହାର ବ୍ୟବହାର ଭାରତରେ ବହୁତ ମାତ୍ରାରେ ହୁଏ।ଏହାର ସ୍ୱାଦ ରାଗଯୁକ୍ତ ଅଟେ।ଏହାକୁ ସେବନଦ୍ୱାରା ପିତ, କଫରୁ ଉପଶମ ମିଳିଥାଏ।ଏହାକୁ ମସଲା ଆକାରରେ ମଧ୍ୟ ବ୍ୟବହାର କରଯାଏ।

ପ୍ରକାର

ବିଭିନ୍ନ ପ୍ରକାରର ଗୋଲମରିଚ ଦେଖିବାକୁ ମିଳିଥାଏ। ଯେପରିକି

  • କଳା ମରିଚ
  • ଧଳା ମରିଚ
  • ସବୁଜ ମରିଚ
  • ଜଙ୍ଗଲୀ ମରିଚ
  • କମଳା ଏବଂ ନାଲି ମରିଚ
  • ଗୋଲାପି ମରିଚ

ଆଧାର

  1. "Piper nigrum". Germplasm Resources Information Network (GRIN). Agricultural Research Service (ARS), United States Department of Agriculture (USDA). Retrieved 2 March 2008.
license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |