ନାଗ ଐରି[୪] (ଇଂରାଜୀ Lantana camara) ହେଉଛି ଏକ ପ୍ରକାର କଣ୍ଟା ବୁଦା ଜାତୀୟ ଗଛ ଯାହା ମୂଳତଃ ଆମେରିକା କ୍ରାନ୍ତିୟ ବଳୟର ବୃକ୍ଷ ମାତ୍ର ଏବେ ଭାରତରେ ବହୁଳ ଭାବରେ ଦଖାଯାଉଅଛି [୫]। ଏହା ଓଡ଼ିଶାରେ ମଧ୍ୟ ବହୁଳ ଭାବରେ ଆଜିକାଲି ଦେଖାଯାଏ ।
ନାଗ ଐରି ଏକ ଆକ୍ରମଣକାରୀ (ଇଂରାଜୀରେ Invasive) ପ୍ରଜାତିର ଗଛ ଅଟେ । ଏହା ଭାରତର ଜଂଗଲ ମାନଂକରେ ନିଜର ପ୍ରସାର ବିସ୍ତାର କରି ଚାଲିଛି[୬] । ଏହା ଯେଉଁଠାରେ ବଢେ ସେଠାରେ ଅନ୍ୟ ଗଛ ମାନଂକୁ ବଢିବାକୁ ଦେଇନଥାଏ[୭] ।
|date=
(help) |date=
(help)