चित्राङ्गड नेपालमा पाइने एक प्रकारको चराको नाम हो । यसलाई अङ्ग्रेजीमा ग्रेटर पेन्टेड-स्नाइप (Greater Painted-snipe) भनिन्छ ।
चित्राङ्गड नेपालमा पाइने एक प्रकारको चराको नाम हो । यसलाई अङ्ग्रेजीमा ग्रेटर पेन्टेड-स्नाइप (Greater Painted-snipe) भनिन्छ ।
भेंडलावा, इस्नाप, इस्नाफ, खेंकस, टिलवा, तिबड, टिंबा, टिंबली, तामण किंवा तई (इंग्लिश:Painted Snipe; हिंदी:राजचहा; संस्कृत:चित्रित कुणाल; गुजराती:पानलवा, पान लौवा) हा एक पक्षी आहे.
आकाराने लाव्यापेक्षा मोठा.सरळ बारीक पाणलाव्यासारखी चोच.टोकाला बाक.वरून हिरवाकंच.त्यावर बदामी,काळपट काड्या व रेघोट्या.खालून तपकिरी पांढरा.डोळ्यांभोवती पांढरे वर्तुळ.डोळ्यांजवळ पांढरा डाग.खांद्यावर पांढरी पट्टी.नर मादीपेक्षा कमी देखणा.मादीच्या गळ्यावर आणि छातीवर तपकिरी,तसेच,काळा रंग नसतो. उडताना डोळ्यांभोवतालचे पांढरे वर्तुळ,नेत्रानजीकची पांढरी पट्टी,ठिपक्या-ठिपक्यांचे पंख व पाठीवरील इंग्रजीतील V आकाराचा बदामी रंगाचा पट्टा चटकन नजरेत भरतो.
भारत,पाकिस्तान,लंका व ब्रह्मदेश येथे आढळून येतात.निवासी व स्थानिक स्थलांतर करणारे. भारतात जुलै ते सप्टेंबर या काळात वीण.
भेंडलावा, इस्नाप, इस्नाफ, खेंकस, टिलवा, तिबड, टिंबा, टिंबली, तामण किंवा तई (इंग्लिश:Painted Snipe; हिंदी:राजचहा; संस्कृत:चित्रित कुणाल; गुजराती:पानलवा, पान लौवा) हा एक पक्षी आहे.
आकाराने लाव्यापेक्षा मोठा.सरळ बारीक पाणलाव्यासारखी चोच.टोकाला बाक.वरून हिरवाकंच.त्यावर बदामी,काळपट काड्या व रेघोट्या.खालून तपकिरी पांढरा.डोळ्यांभोवती पांढरे वर्तुळ.डोळ्यांजवळ पांढरा डाग.खांद्यावर पांढरी पट्टी.नर मादीपेक्षा कमी देखणा.मादीच्या गळ्यावर आणि छातीवर तपकिरी,तसेच,काळा रंग नसतो. उडताना डोळ्यांभोवतालचे पांढरे वर्तुळ,नेत्रानजीकची पांढरी पट्टी,ठिपक्या-ठिपक्यांचे पंख व पाठीवरील इंग्रजीतील V आकाराचा बदामी रंगाचा पट्टा चटकन नजरेत भरतो.
ପାଣି ଗୁଣ୍ଡୁରୀ (ଇଂରାଜୀରେ greater painted-snipe, ଜୀବବିଜ୍ଞାନ ନାମ Rostratula benghalensis) ରଷ୍ଟ୍ରାଟୁଲିଡାଏ ପରିବାରର ଏକ ସଦସ୍ୟ ପକ୍ଷୀ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକାର ସନ୍ତସନ୍ତିଆ ଓ ଜଳମୟ ଅଞ୍ଚଳରେ ଏମାନେ ପରିଲକ୍ଷିତ ହୋଇଥାନ୍ତି ।[୨]
ପାଣି ଗୁଣ୍ଡୁରୀ ଏକ ମଧ୍ୟମ ଆକାରର ପକ୍ଷୀ । ଏହାର ଲାଲ୍ ମିଶା ମାଟିଆ ରଙ୍ଗର ଥଣ୍ଟଟି ଲମ୍ବା ଓ ଅଗ ପାଖରେ ଅଳ୍ପ ବଙ୍କା । ପାଣି ଗୁଣ୍ଡୁରୀ ପକ୍ଷୀର ଆଖିକୁ ଆବୃତ୍ତ କରି ଧଳା ବା ଗୋଲାପି ରଙ୍ଗର ପଟି ଦାଗ ରହିଥାଏ । ଏହାର ଡେଣାର ପରଗୁଡ଼ିକ ଗୋଲାକାରରେ ବିନ୍ୟସ୍ତ ଓ ଛିଟା ଦାଗଯୁକ୍ତ ହୋଇଥାଏ । ପାଣିଗୁଣ୍ଡୁରୀର ଲାଞ୍ଜଟି ଛୋଟ । ଡେଣା ବନ୍ଦ କଲେ, ଛାତି ଓ ପେଟ ପାଖର ଧଳା ଅଂଶ ପର୍ଯ୍ୟନ୍ତ ବନ୍ଦ ହୋଇଥାଏ । ରଙ୍ଗରେ ହୁରୁଡ଼ା (Common Snipe) ପରି ହେଲେ ମଧ୍ୟ ପାଣିଗୁଣ୍ଡୁରୀ ସେମାନଙ୍କ ପରିବାରର ନୁହେଁ । ଦେଖିବାରେ, ବ୍ୟବହାରରେ ଓ ଉଡ଼ିବା ଶୈଳୀରେ ଏମାନେ ଭିନ୍ନ । ପୁଣି ପାଣି ଗୁଣ୍ଡୁରୀର ଗୋଡ଼ ହୁରୁଡ଼ାଠାରୁ ଲମ୍ବା ଏବଂ ପାଣିଗୁଣ୍ଡୁରୀ ଅଧିକ ରଙ୍ଗଯୁକ୍ତ । ମାଈ ପାଣିଗୁଣ୍ଡୁରୀ ଅଣ୍ଡିରା ପାଣିଗୁଣ୍ଡୁରୀଠାରୁ ଆକାରରେ ବଡ଼ ଓ ଅଧିକ ରଙ୍ଗଯୁକ୍ତ । ମାଈମାନଙ୍କ ମୁଣ୍ଡର ଦୁଇ ପଟ, ବେକ ପ୍ରଭୃତି ଗାଢ଼ ମାଟିଆ ରଙ୍ଗର । ମାଈମାନଙ୍କ ଛାତି ଉପରେ ଏକ କଳା ପଟି ରହିଥାଏ । ଅଣ୍ଡିରା ପାଣିଗୁଣ୍ଡୁରୀ ଅବସନ୍ନ ବା ଫିକା ପାଉଁଶିଆ/ଧୂସର ରଙ୍ଗର ।
ପାଣି ଗୁଣ୍ଡୁରୀ ଚଢ଼େଇ ବେଶୀ ଡାକ ପକାଏ ନାହିଁ । ଅଣ୍ଡିରାମାନେ ବେଳେବେଳେ ଅତି ଧାରୁଆ ଡାକ ପକାନ୍ତି । ମିଳନ ବେଳେ ସାଥୀ ଆଗରେ ପ୍ରଦର୍ଶନ ପାଇଁ ମାଈମାନେ ଏକ ଗମ୍ଭୀର ଊକ୍ ଶବ୍ଦ ସୃଷ୍ଟି କରନ୍ତି ।
ପୋଖରୀ, ଜଳ ସ୍ରୋତ, ପଙ୍କ ଗାଡ଼ିଆ, ହ୍ରଦ, ସନ୍ତସନ୍ତିଆ ଭୂମିରେ ଏହି ପକ୍ଷୀମାନେ ଦେଖିବାକୁ ମିଳନ୍ତି ।
ଏମାନେ ଏକାକୀ, ଯୋଡ଼ି ଭାବେ ଓ ଏପରିକି ସମୟ ସମୟରେ ୧୨ଟି ପକ୍ଷୀଙ୍କ ଦଳ ରୂପେ ଦେଖାଦିଅନ୍ତି । ପାଣିଗୁଣ୍ଡୁରୀ ପକ୍ଷୀ ଅତି ଲାଜକୁଳା ଓ ଡରୁଆ । ଏମାନେ ଗଛ ବୁଦା ପାଖରେ ପାଣି ଭିତରେ ବୁଲୁଥାନ୍ତି ଯେପରିକି ବିପଦର ସଙ୍କେତ ପାଇଲେ ବା ହୁରୁଡ଼ିଗଲେ ତୁରନ୍ତ ଦୂରେଇ ଲୁଚିଯାନ୍ତି । ଉଡ଼ିବା ବେଳେ ଗୋଡ଼ଦୁଇଟି ହଲୁଥାଏ । କାଦୁଅରେ ଏମାନେ ନିଜର ଖାଦ୍ୟ ସନ୍ଧାନ କରୁଥାନ୍ତି । ମାଈ ପାଣିଗୁଣ୍ଡୁରୀ ମିଳନ ପାଇଁ ଚେଷ୍ଟା ଆରମ୍ଭ କରିଥାଏ ଓ ଏକାଧିକ ଅଣ୍ଡିରାଙ୍କ ସହ ମିଳନ କ୍ରିୟା କରିପାରେ । ଅଣ୍ଡିରା ପାଣିଗୁଣ୍ଡୁରୀ ପକ୍ଷୀ ଅଣ୍ଡା ଉଷୁମାନ୍ତି ।
ଛୋଟ କୀଟପତଙ୍ଗ, ଅମେରୁଦଣ୍ଡୀ ପ୍ରାଣୀ, ଜଳଚର ପୋକଯୋକ, ଗେଣ୍ଡା ଓ ବିଭିନ୍ନ ଗଛର ମଞ୍ଜି ଏମାନଙ୍କର ମୁଖ୍ୟ ଆହାର ।
ମିଳନ ଋତୁରେ ମାଈମାନେ ପ୍ରଥମେ ମିଳନ ପାଇଁ ପଦକ୍ଷେପ ନିଅନ୍ତି । ମାଈ ପାଣିଗୁଣ୍ଡୁରୀ ପକ୍ଷୀ ଏକାଧିକ ଅଣ୍ଡିରା ସାଥୀ ସହିତ ମିଳନ କରିବା ଦେଖାଯାଏ ।[୩][୪] ଏହି ପ୍ରଜାତିର ଅଣ୍ଡିରାମାନେ ଅଣ୍ଡା ଉଷୁମାନ୍ତି ଓ ଛୁଆଙ୍କ ଲାଳନପାଳନ କରିଥାନ୍ତି । ଶାବକମାନେ ଧୂସର ବା ଫିକା ମାଟିଆ ରଙ୍ଗର ଏବଂ ସେମାନଙ୍କ ଶରୀରରେ ଗୋଟିଏ କଳାଦାଗ ରହିଥାଏ ।[୫] ବୟସ୍କ ଅଣ୍ଡିରା ଓ ତରୁଣ ପାଣିଗୁଣ୍ଡୁରୀ ଦେଖିବାକୁ ପ୍ରାୟ ଏକା ପରି (କେବଳ ଛାତି ପାଖର ଦାଗରେ ଭିନ୍ନତା ଥାଏ) । ବିପଦ ସମୟରେ ଅଣ୍ଡିରା ଚଢ଼େଇ ଛୁଆଙ୍କୁ ନିଜ ଡେଣାମଧ୍ୟରେ ଲୁଚାଇ ବୋହି ନେଇଥାଏ ।
ନରମ ଭୂମିରେ ପାଣିଗୁଣ୍ଡୁରୀ ଏକ ଛୋଟ ଓ ଅଗଭୀର ବସା ତିଆରି କରେ । ପାଣି ଭିତରେ ଓ କୂଳରେ ରହିଥିବା ଗଛର ଅଂଶ ଓ ଘାସକୁ ବ୍ୟବହାର କରି ଏହି ବସା ନିର୍ମିତ ହୋଇଥାଏ । ଅପ୍ରେଲ୍ ଓ ଜୁଲାଇ ମାସ ଏମାନଙ୍କ ପ୍ରଜନନ ସମୟ ।
ପାଣି ଗୁଣ୍ଡୁରୀ (ଇଂରାଜୀରେ greater painted-snipe, ଜୀବବିଜ୍ଞାନ ନାମ Rostratula benghalensis) ରଷ୍ଟ୍ରାଟୁଲିଡାଏ ପରିବାରର ଏକ ସଦସ୍ୟ ପକ୍ଷୀ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକାର ସନ୍ତସନ୍ତିଆ ଓ ଜଳମୟ ଅଞ୍ଚଳରେ ଏମାନେ ପରିଲକ୍ଷିତ ହୋଇଥାନ୍ତି ।
மயில் உள்ளான் ஒரு கரையோரப்பறவையாகும்...இது சதுப்பு நிலங்களில் காணப்படும்,பொதுவாக ஆப்ரிக்கா தென் இந்தியாவில் உள்ளது.
தமிழில் :மயில் உள்ளான்
ஆங்கிலப்பெயர் :Greater Painted - Snipe
அறிவியல் பெயர் :Rostratula benghalensis [2]
25 செ.மீ. - ஆணும் பெண்ணும் உருவத்தில் வேறுபட்டவையாகக் காட்சிதரும். பெண் வண்ண நிறங்கள் கொண்டது. ஆண், பெண்ணைப்போன்ற வண்ணக் கவர்ச்சித் தோற்றம் அற்றது. பெண்ணின் உடல் பசுமை தோய்ந்த ஆலிவ் பசுமையாக வெளிர் மஞ்சள் மற்றும் கருப்பு நிறத்தில் கீற்றுக்களையும் புள்ளிகளையும் பெற்றிருக்கும்.
தமிழகம் எங்கும் தாவரங்கள் நிறைந்த ஏரி குளங்குட்டைகளை அடுத்த சதுப்பு நிலங்களில் தனித்தோ சிறு கூட்டமாகவோ காலை மாலை அந்திவேளைகளிலும் இரவிலும் நத்தை, நண்டு, புழு, பூச்சி ஆகியவற்றோடு புல் விதைகள், நெல் ஆகியவற்றையும் தேடித் தின்பது. கால்வாயின் ஒரு கரையிலிருந்து மறுகரைக்கு இரைதேட நீந்தியே செல்லும். சேற்றில் அலகை நுழைத்து இரைதேடும். பெண் ஊக் என நீட்டி இழுத்துக் குரல் கொடுக்கும். முழுநிலா நாட்களில் இரவு முழுதும் இக்கத்தலைக் கேட்கலாம். [3]
ஜுலை முதல் செப்டம்பர் முடிய தரையில் புல் கொத்தாக வளர்ந்துள்ள இடத்தில் ஆண் தட்டு வடிவில் கூடுகட்டித் தர பெண் 4 முட்டைகளிடும்.
மயில் உள்ளான் ஒரு கரையோரப்பறவையாகும்...இது சதுப்பு நிலங்களில் காணப்படும்,பொதுவாக ஆப்ரிக்கா தென் இந்தியாவில் உள்ளது.