dcsimg

ଘରଚଟିଆ ( Oriya Dili )

wikipedia emerging languages tarafından sağlandı
Help

ଘରଚଟିଆ ବିଭିନ୍ନ ପ୍ରକାରର ଚଟିଆମାନଙ୍କ ଭିତରୁ ଗୋଟିଏ ଅନ୍ୟତମ । ଏହା ଛୋଟ ଚଢ଼େଇ ଟିଏ । ଗାଁ ହେଉ କି ସହର ସେ ସବୁଠି ରହିଥାଏ । ଘରର ଚାଳ କାନ୍ଥ ସନ୍ଧିରେ, କୋଠା ଘରର ସ୍କାଇ ଲାଇଟ୍ କିମ୍ବା କୌଣସି ଖୋପରେ, ବତୀ ଖୁଣ୍ଟରେ ଥିବା କେବୁଲ ବକ୍ସରେ ଚଢେଇଟି ତା' ଛୋଟ ଘର ତିଆରି ଥାଏ ।

ଶବ୍ଦ

ପୁରୁଷ ଚଟିଆଟିଏ ଡାକୁଥିବାର ସ୍ୱର

ସଚେତନତା

ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ୨୦ ତାରିଖ ଦିନ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଏ ।[୩][୪]

ଆଧାର

  1. BirdLife International (2012). "Passer domesticus". IUCN Red List of Threatened Species. Version 2012.1. International Union for Conservation of Nature. Retrieved 16 July 2012.
  2. Summers-Smith 1988, pp. 307–313
  3. "'Save sparrows for nature's balance'". Times of India. Bennett, Coleman & Co. 21 March 2012.
  4. Sathyendran, Nita (21 March 2012). "Spare a thought for the sparrow". The Hindu. Retrieved 22 March 2012.

lisans
cc-by-sa-3.0
telif hakkı
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |